କ୍ରାଇମବ୍ରାଞ୍ଚ ଢ଼ାଳ ! || Crime Branch To Investigate Cameraman Manas Murder Case || Odisha Reporter

କ୍ରାଇମବ୍ରାଞ୍ଚ ଢ଼ାଳ ! || Crime Branch To Investigate Cameraman Manas Murder Case ||  Odisha Reporter

କ୍ରାମଇବ୍ରାଞ୍ଚ ତଦନ୍ତ ଆଳରେ ବଡ଼ ବଡ଼ିଆଙ୍କୁ ଦିଆଯିବ ସୁରକ୍ଷା?ଟ୍ରାକ୍ ରେକର୍ଡ କହୁଛି କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଆଇ ଓ୍ବାସ୍ ! ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ କ୍ଷେତ୍ରରେ ତଦନ୍ତ ଦିଗ ଯେଉଁ ବାଟ ଦେଇ ଗତି କରିଥିଲା। ସମାଜସେବୀ ଆତିଦ୍ୟ ଦାସ କ୍ଷେତ୍ରରେ ତଦନ୍ତର ଦିଗ ଯେଉଁ ବାଟ ଦେଇ ଗତି କରିଥିଲା ଏବଂ ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଦିଗ ଯେଉଁ ବାଟ ଦେଇ ଗତି କରୁଛି, ହୁଏତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତର ଦିଗ ସେଇ ସାମାନ ବାଟ ଦେଇ ଆଗକୁ ବଢ଼ୁଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #Odisha #CrimeBranch #CameramanMurderCase #SpecialStory

odisha newslatest odia newsodia breaking news

Post a Comment

0 Comments